ଆଜିଠୁ ନାଇଟ୍‌ କର୍ଫ୍ୟୁ: ରାତି ୯ରୁ ସକାଳ ୫ ଯାଏ କଟକଣା

ବୁଲିଲା ସଚେତନତା ଗାଡ଼ି, ୱାର୍ଡ ଅଫିସ୍‌ରେ ବାର୍ତ୍ତା ଭୁବନେଶ୍ୱର : ରାଜଧାନୀରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଣ୍ଟା ଭିଡ଼ିଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ଓ ଜନ ସଚେତନତା ସୃଷ୍ଟି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଆଧାରରେ ଶନିବାରଠାରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବ। ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ସଚେତନତା … Continue reading ଆଜିଠୁ ନାଇଟ୍‌ କର୍ଫ୍ୟୁ: ରାତି ୯ରୁ ସକାଳ ୫ ଯାଏ କଟକଣା